ରିଲିଜ୍ ପୂର୍ବରୁ ବିବାବରେ ‘ଇନ୍ଦୁ ସରକାର’ ! ସିନେମାର କାହାଣୀକୁ ନେଇ କଂଗ୍ରେସର ବିରୋଧ

60

ରିଲିଜ ପୂର୍ବରୁ ବିବାଦରେ ସିନେମା ‘ଇନ୍ଦୁ ସରକାର’ । ସିନେମାର କାହାଣୀକୁ ନେଇ କଂଗ୍ରେସ୍ ବିରୋଧ ପ୍ରଦର୍ଶନ କରିଛି । ତେବେ ସିନେମା କାହାଣୀରେ ବାସ୍ତବିକତା ନାହିଁ ଓ ଏହା ଗାନ୍ଧୀ ପରିବାରକୁ ବିରୋଧ କରୁଛି ବୋଲି ଅଭିଯୋଗ କରିଛି କଂଗ୍ରେସ୍ ।

ସୂଚନା ମୁତାବକ, ରବିବାର ମୁମ୍ବାଇରେ ସିନେମାଟିର ପ୍ରମୋସନ ପାଇଁ ଆୟୋଜିତ କାର୍ଯ୍ୟକ୍ରମକୁ ବିରୋଧ କରାଯିବ କାରଣରୁ ତାକୁ ବାତିଲ୍ କରିଦିଆଯାଇଥିଲା । ଯାହାକୁ ସିନେମାର ନିର୍ଦ୍ଦେଶକ ମଧୁର ଭଣ୍ଡାରକର ନିନ୍ଦା କରିଛନ୍ତି ।