ମୁଖ୍ୟମନ୍ତ୍ରୀ ନବୀନଙ୍କୁ ୯ଟି ପ୍ରଶ୍ନ ପଚାରିଲେ ବିଜେପି ପ୍ରଭାରୀ ଅରୁଣ ସିଂହ

24

କନକ ବ୍ୟୁରୋ : ନବୀନଙ୍କୁ ୯ଟି ପ୍ରଶ୍ନ ପଚାରିଲେ ବିଜେପି ପ୍ରଭାରୀ ଅରୁଣ ସିଂହ । ସାମ୍ବାଦିକ ସମ୍ମିଳନୀରେ ସେ ବିଜେଡି ଉପରେ ବର୍ଷିଛନ୍ତି । ଛତିଶଗଡରେ ୨୪ ଘଂଟିଆ ବିଜୁଳି ମିଳୁଥିବା ବେଳେ ଓଡିଶାବାସୀଙ୍କୁ କାହିଁକି ମିଳୁନି ବୋଲି ସେ ପ୍ରଶ୍ନ କରିଛନ୍ତି । ଝାଡଖଣ୍ଡରେ ୪ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ଦିଆଯାଉଛି, ଓଡିଶାରେ କଣ ପାଇଁ ମିଳୁନି । ଏହା ସହ ଓଡିଶାରେ ମାତ୍ର ୨ ପ୍ରତିଶତ ଲୋକଙ୍କୁ ସ୍ୱଚ୍ଛ ପାଣି ମିଳୁଛି । ଚିଟଫଣ୍ଡ କାରବାରରେ କେତେ ନେତାଙ୍କ ବିରୋଧରେ ନବୀନ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।

ଏହା ସହିତ ଦେଖନ୍ତୁ ଏହି ଭିଡିଓ :