ଭୁବନେଶ୍ୱର : ଲୋୟର ପିଏମଜିରେ କଳା ଶିଷକଙ୍କ ଆନ୍ଦୋଳନ

76

କନକ ବ୍ୟୁରୋ : ଲୋୟର ପିଏମଜିରେ ଚାଲିଛି କଳା ଶିଷକମାନଙ୍କ ଆନ୍ଦୋଳନ । ରାଜ୍ୟରେ ୨୦୧୩ମସିହାରେ ଷଷ୍ଠ ଶେଣୀରୁ ଅଷ୍ଟମ ଶେଣୀ ଯାଏଁ ପିଲାଙ୍କୁ ଖେଳ ଓ ସଂଗୀତ କ୍ଷେତ୍ରରେ ଶିଷା ଦାନ କରିବା ପାଇଁ ପାଖାପାଖି ୪ହଜାର କଳା ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଥିଲା । ୫ବର୍ଷ ଭିତରେ ଏହି ଶିଷକଙ୍କୁ କିନ୍ତୁ ୪ହଜାର ଟଙ୍କା ମିଳୁଥିବା ବେଳେ ସେମାନେ ସେମାନଙ୍କ ଦରମା ବୃଦ୍ଧି କରିବାକୁ ବାରମ୍ବାର ଦାବି କରିବା ସହ ଆନ୍ଦୋଳନ କରିଛନ୍ତି । ରାଜ୍ୟ ସରକାରଙ୍କ ପଷରୁ ଏହି କଳା ଶିକ୍ଷକଙ୍କ ମାନଙ୍କ ଦାବିକୁ ନେଇ ବିଚାର ଚାଲୁଥିବା ବେଳେ,ଏମାନଙ୍କ ଆନ୍ଦୋଳନକୁ ସମର୍ଥନ କରିଛନ୍ତି ଆମ ଓଡିଶା ଅଧ୍ୟକ୍ଷ ସୌମ୍ୟରଜଂନ ପଟ୍ଟନାୟକ ।