ରିଲିଜ ହେଲା ସିନେମା ‘ବରେଲି କି ବର୍ଫି’ର ପ୍ରଥମ ଟ୍ରେଲର ! 

43

ପ୍ରଥମ ଲୁକ୍ ପରେ ରିଲିଜ ହେଲା ସିନେମା ‘ବରେଲି କି ବର୍ଫି’ର ପ୍ରଥମ ଟ୍ରେଲର । ଏହି କମେଡି ରୋମାଟିଂକ ସିନେମାରେ କ୍ରିତି ସାନନ, ଆୟୁଷ୍ମାନ ଖୁରାନା ଓ ରାଜ କୁମାର ରାଓ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏହି ସିନେମାରେ କ୍ରିତି, ବିଟ୍ଟି ଭୂମିକାରେ ଅଛନ୍ତି, ଯିଏ ବରେଲିରେ ରହେ ଓ ବ୍ରେକ ଡ୍ୟାନ୍ସ କରେ । ମୋଟାମୋଟି ଭାବେ ଏହି ସିନେମା ବିଟ୍ଟି ଉପରେ ହିିଁ ଆଧାରିତ । ଅଶ୍ୱିନୀ ଆୟର ତିୱାରୀଙ୍କ ନିର୍ଦ୍ଦେଶିତ ‘ବରେଲି କି ବର୍ଫି’ ଅଗଷ୍ଟ ୧୮ରେ ରିଲିଜ ହେବ ।