ଚୁମକି : ଏକ ନିଃସଙ୍ଗ ଜୀବନ କାହାଣୀ

78

ଚାଲିବାକୁ ଥିଲା ଅନେକ ବାଟ ହେଲେ ଚାଲୁ ଚାଲୁ ଝୁଂଟିଲେ । ହାତ ଧରି ନେବା ପାଇଁ ସାଥିରେ ଥିଲେ ମନ ଲାଖି ଜୀବନ ସାଥୀ ହେଲେ ଅଧା ବାଟରୁ ଚାଲିଗଲେ ସେ । ହେଲେ ଆଜି ଚୁମକି ନା ଚାଲି ପାରୁଛନ୍ତି ନା ଝୁଂଟି ପାରୁଛନ୍ତି । କିନ୍ତୁ ଏକା ହେଲେ ମଧ୍ୟ ମାଇଲ ମାଇଲ ବାଟ ସବୁ ଅତିକ୍ରମ କରିବାକୁ ସେ ଇଚ୍ଛା ରଖିଛନ୍ତି । କାଲି ଯିଏ ଦୁଃଖରେ ସମଦୁଃଖି ସାଜୁଥିଲା ଆଜି ସେ ପାଖରେ ନାହାନ୍ତି ସତ ହେଲେ ଜୀବନ ଯୁଦ୍ଧରେ ହାରି ଯାଇନାହାନ୍ତି ଚୁମକି । ତେବେ ଏମିତି କଣ ହୋଇଥିଲା ଚୁମକିଙ୍କ ଜୀବନରେ ? କାହିଁକି ଜୀବନ ଏବେ ଚୁମକିଙ୍କ ପାଇଁ ପାଲଟିଛି ଏକ ଯୁଦ୍ଧ କ୍ଷେତ୍ର  । ଏ ସବୁ ପ୍ରଶ୍ନର ଉତର ଜାଣନ୍ତୁ ଅପରାଜିତାର ଏହି ଏପିସୋଡରେ : –