ଅନୁଗୁଳ – ସମ୍ବଲପୁର ଏନଏଚ୍ ୪ ଲେନ ହେବ : ଅରୁଣ ଜେଟଲୀ

0

କନକ ବ୍ୟୁରୋ : ଅନୁଗୁଳ – ସମ୍ବଲପୁର ଏନଏଚ୍ ୪ ଲେନ ହେବ । ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏନେଇ ଘୋଷଣା କରିଛନ୍ତି ଅରୁଣ ଜେଟଲୀ । ଏହି ରାସ୍ତାପାଇଁ ୨୪୯୧ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି କହିଛନ୍ତି ଅରୁଣ।

Comments are closed.