ଫିଲ୍ମରେ ଚିଟଫଣ୍ଡ ଟଙ୍କା ଲାଗିବା ଘଟଣାକୁ ନେଇ ଦୁଃଖିତ ଅନୁଭବ ମହାନ୍ତି

54

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଓଲିଉଡ ମୁଭିରେ ଚିଟଫଣ୍ଡ ଲାଗିବା ଘଟଣା । ଏନେଇ ପ୍ରତିକ୍ରିୟା ରଖିଛନ୍ତି ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି  । କହିଛନ୍ତି ଫିଲ୍ମରେ ଚିଟଫଣ୍ଡ ଟଙ୍କା ଲାଗିବା ଘଟଣାକୁ ନେଇ ସେ ଦୁଃଖିତ । ଏହା ସହ ସେ ପ୍ରଭାସକୁ ଜଣେ ଭଲ ଲୋକ ବୋଲି ଭାବିଥିବା କହିଛନ୍ତି ଅନୁଭବ । ତେବେ ତଦନ୍ତ ପରିସରଭୁକ୍ତ ହେଲେ ସେ ସମ୍ମୁଖୀନ ହେବେ ବୋଲି କହିଛନ୍ତି  ।

ଏହା ସହ ଜମାକାରୀଙ୍କ ଟଙ୍କାରେ ବିଦେଶରେ ମଉଜ କରୁଥିଲେ ପ୍ରଭାସ