ଅନୀଲ କୁମ୍ବଲେ ହେଲେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍

13

କନକ ବ୍ୟୁରୋ : ଅନୀଲ କୁମ୍ବଲେ ହେଲେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ । ଗୋଟିଏ ବର୍ଷ ପାଇଁ ଟିମ୍ ଇଣ୍ଡିଆର କୋଚ୍ ରହିବେ । ଏନେଇ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ବିସିସିଆଇ ଅଧ୍ୟକ୍ଷ । କୁମ୍ବଲେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ଥିଲେ । ସେ ଭାରତ ପାଇଁ ୧୩୨ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି  ।