କନକ ବ୍ୟୁରୋ : କନକ ନ୍ୟୁଜ୍ ଓ ସମ୍ବାଦ ପକ୍ଷରୁ ନିକଟରେ ଅନୁଷ୍ଠିତ ହୋଇଯାଇଛି ପ୍ରଥମ ମହିଳା ସମାବେଶ – ଅନନ୍ୟା । ଆଜିର ସମାଜରେ ନାରୀ, ବିଭିନ୍ନ କ୍ଷେତ୍ରରେ ସେମାନଙ୍କ ଅବଦାନ ଓ ସାମଗ୍ରିକ ଭାବରେ ନାରୀଶକ୍ତିକୁ ସମ୍ମାନ ଜଣେଇବା ଉଦ୍ଦେଶ୍ୟ ରଖି ଏହି କାର୍ଯ୍ୟକ୍ରମର ପରିକଳ୍ପନା କରାଯାଇଥିଲା । ଏଥିରେ ସ୍ଥାନୀତ ବିଭିନ୍ନ ଅଧିବେଶନ ଦର୍ଶକମାନଙ୍କ ଦ୍ୱାରା ଆଦୃତ ହେବ ବୋଲି ଆଶା କରାଯାଉଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଏହା ସହ ଦେଖନ୍ତୁ ଏହି ଭିଡିଓ-