କେନ୍ଦୁଝର : ନିଆଁରେ ପୋଡି ଦମ୍ପତି ଗୁରୁତର

23

କେନ୍ଦୁଝର : କେନ୍ଦୁଝର ଆନନ୍ଦପୁର ବେଲବାହାଳି ଗାଁରେ ନିଆଁରେ ପୋଡିଯାଇ ଦମ୍ପତି ଗୁରୁତର । ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ଉଭୟଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ପାରିବାରିକ କହଳହକୁ ନେଇ ଏହି ଘଟଣା ଘଟିଥିବା ସୂଚନା ମିଳିଛି । ତେବେ ମହିଳାଙ୍କ ପରିବାର ପକ୍ଷରୁ ଯୌତୁକ ଜନିତ ନିର୍ଯାତନାରୁ ଏହା ଘଟିଥିବା ଅଭିଯୋଗ ହୋଇଛି ।