ପ୍ରଥମ ଥର ପାଇଁ ଦିଲ୍ଲୀ ପୁଲିସ୍ ମୁଖ୍ୟ ହେଲେ ଓଡିଆ ଆଇପିଏସ୍ ଅମୂଲ୍ୟ ପଟ୍ଟନାୟକ

39

କନକ ବ୍ୟୁରୋ : ପ୍ରଥମ ଥର ପାଇଁ ଦିଲ୍ଲୀ ପୁଲିସ୍ ମୁଖ୍ୟ ହେଲେ ଓଡିଆ ଆଇପିଏସ୍ ଅମୂଲ୍ୟ ପଟ୍ଟନାୟକ ।୧୯୮୫ ବ୍ୟାଚର ଆଇପିଏସ ହେଉଛନ୍ତି ଅମୂଲ୍ୟ ପଟ୍ଟନାୟକ । ସେ ଦିଲ୍ଲୀ ପୁଲିସର ସ୍ପେଶାଲ କମିସନର ଅଛନ୍ତି । ଅମୂଲ୍ୟଙ୍କ ସହ ୩ ଜଣ ଆଇପିଏସ ରେସରେ ଥିଲେ । ପୁଲିସ କମିସନର ଆଲୋକ ବର୍ମାଙ୍କୁ ସିବିଆଇ ମୁଖ୍ୟ ପଦବୀ ମିଳିବା ପରେ ଏହି ପଦବୀ ଖାଲି ପଡିଥିଲା ।