ଅମିତାଭ ଗାଇଲେ ଟିଭି ଶୋ’ “ବାବା କେଦାର”ର ଟାଇଟଲ ଟ୍ରାକ୍

70

bollywood-together-melodious-baritone-upcoming-kailash-bachchan_74a51158-7beb-11e6-9f8c-92f0a5be7f74ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ । ଗଣେଶ ଚତୁର୍ଥୀ ଅବସରରେ ମୁମ୍ବାଇର ସିଦ୍ଧିବିନାୟକ ମନ୍ଦିରରେ ସିଦ୍ଧିବିନାୟକ ମନ୍ତ୍ର ଓ ଆରତୀ ଗାଇ ସମସ୍ତଙ୍କୁ ଚକିତ କରିଦେଇଥିଲେ । ଏବେ ପୁଣି ଆଉ ଏକ ଗୀତର ଟ୍ରାକରେ ବଲିଓଡର ସେହେନ୍ସା ଅମିତାଭ । ଏକ ଅପକମିଙ୍ଗ ଟିଭି ସିରିୟଲର “ବାବା କେଦାର”ର ଟାଇଟଲ ଗୀତକୁ ଗାଇଛନ୍ତି ।

ଗାୟକ ଶଙ୍କର ମହାଦେବନ୍ , କୈଳାସ ଖେର୍ , ସୋନୁ ନିଗମ ,ଶ୍ରେୟା ଘୋଷାଲ ,ଶାନ୍ , ପ୍ରସୂନ ଯୋଶୀ , ଅନୂପ ଜଲୋଟା ,ହେମା ମାଳିନୀ ଓ ଅରଜିତ ସିଂହ ଆଦି ପ୍ରମୂଖ କଳାକାରଙ୍କ ସହ ଅମିତାଭ ଗାଇଛନ୍ତି ଏହି ଟାଇଟଲ ଟ୍ରାକ୍ ।

ଏହି ଶୋ “ବାବା କେଦାର” ଉତ୍ତରାଖଣ୍ଡ ସରକାରଙ୍କ ଏକ ଆରମ୍ଭିକ ପ୍ରୟାସ । ଯେଉଁଥିରେ ୨୦୧୩ରେ ଆସିଥିଲା ବନ୍ୟାରେ କେଦାରନାଥ ମନ୍ଦିରର କ୍ଷୟକ୍ଷତି ବିଷୟରେ କୁହାଯାଇଛି । ଏହି ସିରିୟଲକୁ ମିଳିତ ଭାବେ ଉତ୍ତରାଖଣ୍ଡ ସରକାର ଓ ଅନୁପମ ଖେର ପ୍ରଡ୍ୟୁସ୍ କରୁଛନ୍ତି । ଯାହାକୁ ଖୁବ୍ ଶୀଘ୍ର ଟିଭି ପରଦାରେ ଚାଲିବ ।
ଦେଖନ୍ତୁ ଏହି ଭିଡିଓ କ୍ଲିପ୍ –