ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ପାଇଁ ଉତ୍ସବମୁଖର ବିଜେପି : ଓଡ଼ିଶାରେ ପହଂଚିଲେ ଅମିତ ଶାହ

33

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ପ୍ରସ୍ତୁତିର ମୂଳଦୁଆ ପକାଉଛି ବିଜେପି । ୨ ଦିନିଆ କାର୍ଯ୍ୟକାରିଣୀ ପାଇଁ ବଡ ଧରଣର ଆୟୋଜନ ଭିତରେ ଆଜି ଓଡିଶାରେ ପହଂଚିଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ୧୪୭ ପଦ୍ମଫୁଲର ମାଳରେ ତାଙ୍କୁ ସ୍ୱାଗତ କରିଛନ୍ତି ବିଜେପି ନେତା ଓ କର୍ମୀ ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଏହି କାର୍ଯ୍ୟକାରିଣୀରୁ ରାଜ୍ୟ ବିଜେପି ୨୦୧୯ ପାଇଁ ଅଭିଯାନ ଆରମ୍ଭ କରିବ । ଆସନ୍ତାକାଲି ଅପରାହ୍ନ ସାଢେ ୩ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ୱର ପହଂଚିବେ ।

ଦେଖନ୍ତୁ ଏହି ଭିଡିଓ –