ଆରମ୍ଭ ହୋଇଯାଇଛି ଅମାଜନର ମହାସେଲ୍ : ଏହି ସ୍ମାର୍ଟ ଟିଭିଗୁଡିକ ଉପରେ ୫୦ହଜାର ଟଙ୍କାର ରିହାତି ସହିତ ମିଳିବ ଏକ୍ସଚେଂଜ ଅଫର୍

48

ଫେଷ୍ଟିଭ୍ ସିଜିନ୍ ସହିତ ମହାସେଲ୍ ର ଆରମ୍ଭ ହୋଇଯାଇଛି । ଫ୍ଲିପକାର୍ଟର ‘ଦ ବିଗ୍ ବିଲିୟନ୍ ଡେଜ୍’ ସେଲ୍ ବ୍ୟତୀତ ଆମାଜନର ‘ଗ୍ରେଟ୍ ଇଣ୍ଡିଆନ୍ ଫେଷ୍ଟିଭାଲ୍ ସେଲ୍’ ମଧ୍ୟ ଆଜି ଠାରୁ ଆରମ୍ଭ ହୋଇଯାଇଛି । ଏଥିରେ ସ୍ମାର୍ଟ ଫୋନ୍, ଗେଜେଟ୍ସ, ଇଲେକ୍ଟ୍ରୋନିକ୍ସ ଓ ଫ୍ୟାଶନ୍ ସମେତ କେତେକ ଅନ୍ୟାନ ଡିଲ୍ସ ଉପରେ ବମ୍ପର ଅଫର୍ସ ମିଳୁଛି । ଯଦି ଆପଣ ଟିଭି କିଣିବା ପ୍ଲାନ କରୁଛନ୍ତି, ତେବେ ଏହି ସୁଯୋଗକୁ ହାତଛଡା କରନ୍ତୁନି । କାହିିଁକିନା ଆମାଜନ୍ ଟିଭି କିଣିଲେ ୫୦ ହଜାର ଟଙ୍କାର ଡିସକାଉଣ୍ଟ ଦେଉଛି । ଏହା ବ୍ୟତୀତ ଯଦି ଆପଣ ଟିଭି ଏକ୍ସଚେଂଜ୍ ବି କରିବାକୁ ଚାହୁଁଛନ୍ତି, ତେବେ ଏହା ଉପରେ ଆପଣଙ୍କୁ ୨୨ ହଜାର ଟଙ୍କାର ଫାଇଦା ମିଳିବ ।

ସ୍ମାର୍ଟ ଟିଭି କିଣିବା ଉପରେ ଗ୍ରାହକଙ୍କୁ କ’ଣ କ’ଣ ଫାଇଦା ମିଳିବ ? ଜାଣନ୍ତୁ

• ପ୍ରତ୍ୟେକ ସ୍ମାର୍ଟ ଟିଭିର କିଣିବା ଉପରେ ୧,୨୯୯ ଟଙ୍କାରେ ୧ ବର୍ଷର ଏକ୍ସଟେଣ୍ଡେଡ୍ ୱାରେଣ୍ଟି ମିଳୁଛି । ଏହା ବ୍ୟତୀତ ଆମାଜନ୍ ୧୦% ପର୍ଯ୍ୟନ୍ତ ଏକ୍ସଟ୍ରା କ୍ୟାସବାକର ଅଫର୍ ଦେଉଛି ।

• Panasonic 49-inch 4K ultra HD Smart LED TV TH-49FX600D ଉପରେ ୪୬,୦୧୦ ଟଙ୍କାର ଡିସକାଉଣ୍ଟ ମିଳୁଛି । ଏହି ସ୍ମାର୍ଟ ଟିଭିର ମୂଲ୍ୟ ୯୯,୦୦୦ ଟଙ୍କା, କିନ୍ତୁ ଡିସକାଉଣ୍ଟ ପରେ ଏହା ୫୨,୯୯୦ ଟଙ୍କାରେ ମିଳୁଛି । ଏହା ବ୍ୟତୀତ ଏହା ଉପରେ ୧୮,୯୦୦ ଟଙ୍କାର ଏକ୍ସଚେଂଜ ଅଫର୍ ବି ଅଛି ।

• Panasonic 55-inch LED TV TH-55FX650D ଉପରେ ୩୨% ଡିସକାଉଣ୍ଟ ସହିତ ୪୧,୯୧୦ ଟଙ୍କା ରେ ମିଳୁଛି । ଏହା ଉପରେ ୧୮,୯୦୦ ଟଙ୍କାର ଏକ୍ସଚେଂଜ ଅଫର୍ ଅଛି ।

• Sony 49-inch Bravia 4K Ultra HD Smart LED TV ର ମୂଲ୍ୟ ୮୪,୯୦୦ ଟଙ୍କା ଅଛି, କିନ୍ତୁ ସେଲ୍ ରେ ଏହା ୬୯, ୯୯୦ ଟଙ୍କାରେ ମିଳୁଛି ।

• Samsung 32-inch 4 Series 32N4310 HD Ready LED TV ଡିସକାଉଣ୍ଟ ପରେ ୯,୯୧୦ ଟଙ୍କାରେ ମିଳୁଛି । ଏହାର ପ୍ରକୃତ ମୂଲ୍ୟ ୩୩,୯୦୦ ଟଙ୍କା ।