ମା, ମାଟି,ମାତୃଭାଷା ଓ ନିଶାମୁକ୍ତ ଓଡିଶା ପାଇଁ ଆମ ଓଡିଶା ପାର୍ଟିପକ୍ଷରୁ ସଂକଳ୍ପ ଯାତ୍ରା

48

କନକ ବ୍ୟୁରୋ : ମା, ମାଟି,ମାତୃଭାଷୀ ଓ  ନିଶାମୁକ୍ତ ଓଡିଶା ପାଇଁ ଏବେ ଆବଶ୍ୟକ ଏକ ବିକଳ୍ପ । ବିକଳ୍ପ ପାଇଁ ସଂକଳ୍ପ ଯାତ୍ରା । ଆମ ଓଡିଶା ପାର୍ଟିପକ୍ଷରୁ ଏହି ସଂକଳ୍ପ ଯାତ୍ରା ଖଣ୍ଡପଡାରୁ ଆରମ୍ଭ ହୋଇ କଂଟିଲୋ ନୀଳମାଧବ ଯାଏଁ ଯିବ ।

ଦୀର୍ଘ ୧୬ ବର୍ଷର ବିଜେଡି ଶାସନ କିପରି ରାଜ୍ୟର ଅର୍ଥନୈତିକ ଓ ସାମାଜିକ ଜୀବନକୁ ପ୍ରଭାବିତ କରିଛି । ଅନ୍ୟପଟେ ଏକଛତ୍ରବାଦୀ ଶାସନ ଚାଲିଥିବା ଏହି ସରକାରର ବିକଳ୍ପ ଆଣିବା ଆବଶ୍ୟକ ଥିବା ବାର୍ତାଟି ଲୋକଙ୍କ ପାଖରେ ପହଂଚାଇବ ଆମ ଓଡିଶା ପାର୍ଟିର ଏହି ପଦଯାତ୍ରା ।

ଦେଖନ୍ତୁ ଏହି ଭିଡିଓ –