ଜନ୍ମଦିନରେ ଆମ ଓଡ଼ିଶା ପାର୍ଟିର ବିକଳ୍ପ ପାଇଁ ସଂକଳ୍ପ : ମାଆ ,ମାଟି, ମାତୃଭାଷା ଓ ନିଶାମୁକ୍ତ ଓଡିଶା ପାଇଁ ପଦଯାତ୍ରା

51

vlcsnap-2016-11-17-13h19m18s345କନକ ବ୍ୟୁରୋ : ମା, ମାଟି,ମାତୃଭାଷା, ନିଶାମୁକ୍ତ ଓଡିଶା ପାଇଁ ଏବେ ଆବଶ୍ୟକ ଏକ ବିକଳ୍ପ । ବିକଳ୍ପ ପାଇଁ ସଂକଳ୍ପ ଯାତ୍ରା । ଆମ ଓଡିଶା ପାର୍ଟି ପକ୍ଷରୁ ସଂକଳ୍ପ ଯାତ୍ରା ଖଣ୍ଡପଡାରୁ ଆରମ୍ଭ ହୋଇଛି । କଂଟିଲୋ ନୀଳମାଧବରେ ଏହି ପଦଯାତ୍ରା ଶେଷ ହେବ ।

ପଦଯାତ୍ରାରେ ହଜାର ହଜାର କର୍ମୀ ସାମିଲ ହୋଇଛନ୍ତି । ଦୀର୍ଘ ୧୬ ବର୍ଷର ବିଜେଡି ଶାସନ କିପରି ରାଜ୍ୟର ଅର୍ଥନୈତିକ ଓ ସାମାଜିକ ଜୀବନକୁ ପ୍ରଭାବିତ କରିଛି । ଅନ୍ୟପଟେ ଏକଛତ୍ରବାଦୀ ଶାସନ ଚାଲିଥିବା ଏହି ସରକାରର ବିକଳ୍ପ ଆଣିବା ଆବଶ୍ୟକ ଥିବା ବାର୍ତାଟି ଲୋକଙ୍କ ପାଖରେ ପହଂଚାଇବା ଆମ ଓଡିଶା ପାର୍ଟିର ଏହି ପଦଯାତ୍ରା ।

ଏହାସହ ଦେଖନ୍ତୁ ଏହି ଭିଡିଓ –