ଅଯୋଧ୍ୟା ରାମ ମନ୍ଦିର ମାମଲାରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଟିପଣୀ ! କହିଲେ,ଶୀଘ୍ର ଶୁଣାଣି ସମ୍ଭବ ନୁହେଁ

26

କନକ ବ୍ୟୁରୋ : ଅଯୋଧ୍ୟା ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ । ଅଯୋଧ୍ୟା ମାମଲାରେ ଶୀଘ୍ର ଶୁଣାଣି ସମ୍ଭବ ନୁହେଁ । ଏହି ପ୍ରସଙ୍ଗରେ ଶୀଘ୍ର ଶୁଣାଣି କରିବା ସମ୍ଭବ ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ମାମଲାର ବିଚାର ବିମର୍ଷ ପାଇଁ ଅଧିକ ସମୟ ଆବଶ୍ୟକ । ଏବଂ ସବୁ ପକ୍ଷର ମତ ନେବା ଲାଗି ଅଧିକ ସମୟ ଆବଶ୍ୟକ ବୋଲି ଟିପ୍ପଣୀ ଦେଇଛନ୍ତି ସୁପ୍ରିମକୋର୍ଟ ।