ପୁଣି ବିଜେଡି ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ନାଁରେ ଯୁବକଙ୍କୁ ମାଡ ମାରିବା ଅଭିଯୋଗ

1

ଖୋର୍ଦ୍ଧା : ପୁଣି ବେଗୁନିଆ ବିଜେଡି ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଦାଦାଗିରି । ଜଗଦେବଙ୍କ ନାଁରେ ସ୍ଥାନୀୟ ତରତୁଆ ଗାଁର ଜଣେ ଯୁବକଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି । ଏନେଇ ଯୁବକ ଜଣକ ଖୋର୍ଦ୍ଧା ଥାନାରେ ଏତଲା କରିଛନ୍ତି । ତେବେ ଏହା ପୂର୍ବରୁ ଜଗଦେବଙ୍କ ନାଁରେ ବିଜେପି କର୍ମୀଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଥିଲା ।

Comments are closed.