କନକ ବ୍ୟୁରୋ: ତାଜା ତଥ୍ୟ ଅନୁଯାୟୀ, ଭୋଟ ଗଣତି ହୋଇଥିବା ମୋଟ୍ ୧୪୬ଟି ବିଧାନସଭା ଆସନରୁ ପ୍ରାୟ ଅଧାଧିକ ଆସନରେ କବଜା କରିଛି ବିଜେଡି । ତେବେ ଜାଣନ୍ତୁ କେଉଁ ଆସନରେ କିଏ ଆଗରେ ଅଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ଖୋର୍ଦ୍ଧା : ଜିତୁ ମିତ୍ର(ବିଜେଡ଼ି)
ବେଗୁନିଆ : ରାଜେନ୍ଦ୍ର ସାହୁ(ବିଜେଡ଼ି)
ଚିଲିକା : ପ୍ରଶାନ୍ତ ଜଗଦେବ(ବିଜେଡ଼ି)
ହିନ୍ଦୋଳ : ଅଶୋକ ନାୟକ(ବିଜେପିି)
ବୌଦ୍ଧ : ସୁଶାନ୍ତ ପ୍ରଧାନ (ବିଜେପି)
ଧର୍ମଶାଳା : ପ୍ରଣବ ବଳବନ୍ତ ରାୟ(ବିଜେଡ଼ି)
ନବରଙ୍ଗପୁର : ସଦାଶିବ ପ୍ରଧାନୀ(ବିଜେଡ଼ି)
ପାଟଣାଗଡ଼ : ସରୋଜ ମେହର(ବିଜେଡ଼ି)
ଆସ୍କା : ମଞ୍ଜୁଳା ସ୍ୱାଇଁ (ବିଜେଡ଼ି)
ଭଟ୍ଲି : ସୁଶାନ୍ତ ସିଂ(ବିଜେଡ଼ି)
ରଣପୁର : ସତ୍ୟ ନାରାୟଣ ସାହୁ(ବିଜେଡ଼ି)
ଭୁବନେଶ୍ୱର(ମଧ୍ୟ) : ଅନନ୍ତ ନାରାୟଣ ଜେନା(ବିଜେଡ଼ି)
ବଲାଙ୍ଗୀର : ନରସିଂହ ମିଶ୍ର (କଂଗ୍ରେସ)
ବ୍ରଜରାଜନଗର : କିଶୋର ମହାନ୍ତି (ବିଜେଡ଼ି)
ଭୁବନେଶ୍ୱର(ଏକାମ୍ର) : ଅଶୋକ ପଣ୍ଡା(ବିଜେଡ଼ି)
ବରଗଡ଼ : ଦେବେଶ ଆଚାର୍ଯ୍ୟ (ବିଜେଡ଼ି)
ଫୁଲବାଣୀ : ଅଙ୍ଗଦ କହଁର(ବିଜେଡ଼ି)
ଯାଜପୁର : ପ୍ରଣବ ପ୍ରକାଶ ଦାସ(ବିଜେଡ଼ି)
ସୋନପୁର : ନିରଞ୍ଜନ ପୂଜାରୀ(ବିଜେଡ଼ି)
ନୟାଗଡ଼ : ଅରୁଣ ସାହୁ(ବିଜେଡ଼ି)
ଲୋଇସିଂହା : ପ୍ରଦୀପ ବେହେରା(ବିଜେଡ଼ି)
ଝାରସୁଗୁଡ଼ା : ନବ ଦାସ(ବିଜେଡ଼ି)
କାମାକ୍ଷାନଗର : ପ୍ରଫୁଲ୍ଲ ମଲ୍ଲିକ୍ (ବିଜେଡ଼ି)
ମାଲକାନାଗିରି : ମୁକୁନ୍ଦ ସୋଢ଼ୀ(ବିଜେଡ଼ି)
ଜୁନାଗଡ଼ : ଦିବ୍ୟଶଙ୍କର ମିଶ୍ର(ବିଜେଡ଼ି)
ଭଞ୍ଜନଗର : ବିକ୍ରମ ଆରୁଖ(ବିଜେଡ଼ି)
କଟକ : ମହମ୍ମଦ ମୋକିମ୍(କଂଗ୍ରେସ)
ମାହାଙ୍ଗା : ପ୍ରତାପ ଜେନା(ବିଜେଡ଼ି)
ସାଲେପୁର : ପ୍ରଶାନ୍ତ ବେହେରା(ବିଜେଡ଼ି)
ସୁନ୍ଦରଗଡ଼ : କୁସୁମ ଟେଟେ(ବିଜେପି)
ସୁକିନ୍ଦା : ପ୍ରୀତିରଞ୍ଜନ ଘଡ଼ାଇ (ବିଜେଡ଼ି)
ଖଣ୍ଡପଡ଼ା : ସୌମ୍ୟରଞ୍ଜନ ପଟ୍ଟନାୟକ(ବିଜେଡ଼ି)
ସମ୍ବଲପୁର : ରାସେଶ୍ୱରୀ ପାଣିଗ୍ରାହୀ(ବିଜେଡ଼ି)
ରେଙ୍ଗାଳି : ନାଉରୀ ନାୟକ(ବିଜେପି)
ତଳସରା : ଭବାନୀ ଭୋଇ(ବିଜେପି)
ଗୁଣୁପୁର : ରଘୁନାଥ ଗମାଙ୍ଗ(ବିଜେପି)
ଭଣ୍ଡାରୀପୋଖରୀ : ପ୍ରଫୁଲ୍ଲ ସାମଲ(ବିଜେଡ଼ି)
ଘଷିପୁରା : ବଦ୍ରିନାରାୟଣ ପାତ୍ର(ବିଜେଡ଼ି)
ପିପିଲି : ପ୍ରଦୀପ ମହାରଥୀ(ବିଜେଡ଼ି)
କଟକ ସଦର : ଚନ୍ଦ୍ରସାରଥୀ ବେହେରା(ବିଜେଡ଼ି)
ଧାମନଗର : ବିଷ୍ଣୁ ସେଠୀ(ବିଜେପି)
କଣ୍ଟାବାଞ୍ଜି : ସନ୍ତୋଷ ସିଂହ ସାଲୁଜା
କୋରେଇ : ଅଶୋକ ବଳ(ବିଜେଡ଼ି)
ଗୋପାଳପୁର : ପ୍ରଦୀପ କୁମାର ପାଣିଗ୍ରାହୀ
ଖଲିକଟ : କେ.ଏସ୍ ବୈଦ୍ୟ(ବିଜେଡ଼ି)
ଖଡ଼ିଆଳ : ଅଧିରାଜ ପାଣିଗ୍ରାହୀ(କଂଗ୍ରେସ)
କୋରାପୁଟ : କୃଷ୍ଣଚନ୍ଦ୍ର ସଗରିଆ(ବିଏସ୍ପି)
ନିଆଳି : ଡ଼ାକ୍ତର ପ୍ରମୋଦ ମଲ୍ଲିକ(ବିଜେଡ଼ି)
ପରଜଙ୍ଗ : ବିଭୂତି ପ୍ରଧାନ(ବିଜେପି)
ନୀଳଗିରି : ସନ୍ତୋଷ ଖଟୁଆ (ବିଜେଡି)
ରେଢ଼ାଖୋଲ: ରୋହତ ପୂଜାରୀ(ବିଜେଡ଼ି)
ସୁମଳିଆ : ଜ୍ୟୋତିପ୍ରକାଶ ପାଣିଗ୍ରାହୀ(ବିଜେଡ଼ି)
ହିଞ୍ଜିଳିକାଟୁ : ନବୀନ ପଟ୍ଟନାୟକ(ବିଜେଡ଼ି)
ବିଜେପୁର : ନବୀନ ପଟ୍ଟନାୟକ(ବିଜେଡ଼ି)
ପାରାଦୀପ : ସମ୍ବିତ ରାଉତରାୟ(ବିଜେଡ଼ି)
ଲିଳିତେନ୍ଦୁ ବିଦ୍ୟାଧର ମହାପାତ୍ର(ବିଜେପି)
ପଦ୍ମପୁର : ପ୍ରଦୀପ ପୁରୋହିତ(ବିଜେପି)
ପାରଳାଖେମୁଣ୍ଡି : କେ. ନାରାୟଣ ରାଓ(ବିଜେପି)
ପୁରୀ : ମହେଶ୍ୱର ମହାନ୍ତି(ବିଜେଡ଼ି)
ରଘୁନାଥପାଲି : ଜଗବନ୍ଧୁ ବେହେରା(ବିଜେପି)
ତାଳଚେର : ବ୍ରଜ କିଶୋର ପ୍ରଧାନ(ବିଜେଡ଼ି)
ସୋରଡ଼ା : ପୁର୍ଣ୍ଣଚନ୍ଦ୍ର ସ୍ୱାଇଁ (ବିଜେଡ଼ି)
ସୋର : ସୁରେନ୍ଦ୍ର ପରମାଣିକ(କଂଗ୍ରେସ)
ସାନ ଖେମୁଣ୍ଡି: ରମେଶ ଜେନା(କଂଗ୍ରେସ)
ତିର୍ତ୍ତୋଲ : ବିଷ୍ଣୁ ଦାସ(ବିଜେଡ଼ି)
ବାଲେଶ୍ୱର : ମଦନ ଦତ୍ତ(ବିଜେପି)
ବଡ଼ଚଣା : ଅମର ନାୟକ(ବିଜେପି)
ବାରିପଦା : ପ୍ରକାଶ ସୋରେନ (ବିଜେପି)
ଉମରକୋଟ : ନିତ୍ୟାନନ୍ଦ ଗଣ୍ଡ(ବିଜେପି)
ଭବାନୀପାଟଣା : ପ୍ରଦୀପ୍ତ ନାୟକ(ବିଜେପି)
ବୀରମିତ୍ରପୁର : ରୋହିତ ଜୋଶେଫ୍ (କଂଗ୍ରେସ)
ବ୍ରହ୍ମପୁର : ବିକ୍ରମ ପଣ୍ଡା(ବିଜେଡ଼ି)
ଛତ୍ରପୁର : ସୁବାସ ବେହେରା(ବିଜେଡ଼ି)
ନିମାପଡ଼ା : ସମୀର ଦାସ(ବିଜେଡ଼ି)
ପାଟଣା : ଜଗନ୍ନାଥ ନାୟକ(ବିଜେଡ଼ି)
ବାଙ୍କୀ : ଦେବୀରଞ୍ଜନ ତ୍ରିପାଠୀ(ବିଜେଡ଼ି)
ଆଠଗଡ଼: ରଣେନ୍ଦ୍ର ପ୍ରତାପ ସ୍ୱାଇ(ବିଜେଡ଼ି)
ଚୌଦ୍ୱାର କଟକ : ସୌଭିକ୍ ବିଶ୍ୱାଳ(ବିଜେଡ଼ି)
ମହାକାଳପଡ଼ା : ଅତନୁ ସବ୍ୟସାଚୀ ନାୟକ(ବିଜେଡ଼ି)
ରାଉରକେଲା : ସାରଦା ନାୟକ(ବିଜେଡ଼ି)
ସାରସକଣା : (ଜେଏମ୍ଏମ୍)
ତେଲକୋଇ : ପ୍ରେମାନନ୍ଦ ନାୟକ( ବିଜେଡ଼ି)
ଉଦଳା : ଶ୍ରୀନାଥ ସୋରେନ(ବିଜେଡ଼ି)
ଆନନ୍ଦପୁର : ଭାଗିରଥୀ ସେଠୀ(ବିଜେଡ଼ି)
ବଡ଼ସାହି : ସନାତନ କୂଳିଆ(ବିଜେପି)
ବରୀ : ସୁନନ୍ଦା ଦାସ(ବିଜେଡ଼ି)
ବସ୍ତା : ବିଜନ ନାୟକ(କଂଗ୍ରେସ)
ଭୋଗରାଇ : ଅନନ୍ତ ଦାସ(ବିଜେଡ଼ି)
ବିଂଝାରପୁର : ପ୍ରମିଳା ମଲ୍ଲିକ(ବିଜେଡ଼ି)
ଛେଣ୍ଡିପଦା : ସୁଶାନ୍ତ ବେହେରା(ବିଜେଡ଼ି)
ଚିକିଟି : ଉଷା ଦେବୀ (ବିଜେଡ଼ି)
ଧର୍ମଗଡ଼ : ମହୋଷଧୀ ବାଗ(ବିଜେଡି)
ଦିଗପହଣ୍ଡି : ସୂର୍ଯ୍ୟ ପାତ୍ର(ବିଜେଡ଼ି)
ଜଟଣୀ : ସୁର ରାଉତରାୟ(କଂଗ୍ରେସ)
ଜୟଦେବ : ଅରବିନ୍ଦ ଢ଼ାଲି(ବିଜେଡ଼ି)
କୋଟପାଡ଼ : ଚନ୍ଦ୍ରଶେଖର ମାଝୀ(କଂଗ୍ରେସ)
ରାଜଗାଙ୍ଗପୁର : ମଙ୍ଗଳା କିଷାନ(ବିଜେଡ଼ି)
ଝରିଗାଁ : ପ୍ରକାଶ ଚନ୍ଦ୍ର ମଲ୍ଲିକ(ବିଜେଡ଼ି)
ଜି. ଉଦୟଗିରି : ସାଲୁଗା ପ୍ରଧାନ(ବିଜେଡ଼ି)
ବଡ଼ମ୍ବା : ଦେବୀ ମିଶ୍ର(ବିଜେଡ଼ି)
ସତ୍ୟବାଦୀ : ଉମାକାନ୍ତ ସାମନ୍ତରାୟ(ବିଜେଡ଼ି)
ରାଇରଙ୍ଗପୁର : ବାସନ୍ତି ମାରାଣ୍ଡି(ବିଜେଡ଼ି)
ରାୟଗଡ଼ା : ଲାଲ ବିହାରୀ ହିମିରିକା (ବିଜେଡ଼ି)
ରାଜନଗର: ଧ୍ରୁବ ସାହୁ(ବିଜେଡ଼ି)
ପଟାଙ୍ଗୀ : ପ୍ରୀତମ ପାଢ଼ୀ(ବିଜେଡ଼ି)
ଆଳି : ପ୍ରତାପ ଦେବ(ବିଜେଡ଼ି)
କରଂଜିଆ : ବାସନ୍ତି ହେମ୍ରମ(ବିଜେଡ଼ି)
କେନ୍ଦୁଝର: ମାଧବ ସର୍ଦ୍ଦାର(ବିଜେଡ଼ି)
କାକଟପୁର : ତୁଷାରକାନ୍ତ ବେହେରା(ବିଜେଡ଼ି)
କବିସୂର୍ଯ୍ୟନଗର : ଲତିକା ପ୍ରଧାନ(ବିଜେଡ଼ି)
ଜୟପୁର : ରବି ନନ୍ଦ(ବିଜେଡ଼ି)
ବାଲିକୁଦା : ରଘୁନନ୍ଦନ ଦାସ(ବିଜେଡ଼ି)
ଚମ୍ପୁଆ : ମିନାକ୍ଷୀ ମହନ୍ତ (ବିଜେଡ଼ି)
ଲାଞ୍ଜିଗଡ଼ : ପ୍ରଦୀପ ଦିସାରୀ(ବିଜେଡ଼ି)
ଟିଟିଲାଗଡ଼ : ଟୁକୁନି ସାହୁ(ବିଜେଡ଼ି)
ଢ଼େଙ୍କାନାଳ : ସୁଧୀର ସାମଲ (ବିଜେଡ଼ି)
ଅନୁଗୁଳ : ରଜନୀକାନ୍ତ ସିଂହ(ବିଜେଡ଼ି)
ଅତାବିରା : ସ୍ନେହାଙ୍ଗୀନ ଛୁରିଆ(ବିଜେଡ଼ି)
ବାଙ୍ଗିରିପୋଷି : ସୁଗଦା ମୁର୍ମୂ(ବିଜେପି)
ମୋହନା : ପୂର୍ଣ୍ଣବାସୀ ନାୟକ(ବିଜେଡ଼ି)
ନର୍ଲା : ଅନିରୁଦ୍ଧ ପ୍ରଧାନ(ବିଜେପି)
ମୋରଡ଼ା : ରାଜକିଶୋର ଦାସ(ବିଜେଡ଼ି)
ବଣାଇ : ଲକ୍ଷ୍ମଣ ମୁଣ୍ଡା(ସିପିଏମ୍)
ଚିତ୍ରକୋଣ୍ଡା : ଲକ୍ଷ୍ମୀପ୍ରିୟ ନାୟକ(କଂଗ୍ରେସ)
ଦେବଗଡ଼: ରୋମାଞ୍ଚ ରଞ୍ଜନ
ଚାନ୍ଦବାଲି : ମନମୋହନ ସାମଲ(ବିଜେପି)
ଜଗତସିଂହପୁର : ପ୍ରଶାନ୍ତ ମୁଦୁଲି(ବିଜେଡ଼ି)
ଜଳେଶ୍ୱର : ଅଶ୍ୱିନୀ ପାତ୍ର(ବିଜେଡ଼ି)
ଯଶୀପୁର : ଗଣେଶରାମ ଖୁଣ୍ଟିଆ(ବିଜେପି)
କଣ୍ଟାମାଳ : କହ୍ନେଇ ଡ଼ାଙ୍ଗ(ବିଜେପି)
କେନ୍ଦ୍ରାପଡ଼ା : ଶଶିଭୂଷଣ ବେହେରା(ବିଜେଡ଼ି)
ଲକ୍ଷ୍ମୀପୁର : ପ୍ରଭୁ ଜାନୀ(ବିଜେଡ଼ି)
ପାଲଲହଡ଼ା : ମୁକେଶ ପାଲ(ବିଜେଡ଼ି)
ରେମୁଣା : ସୁଧାଂଶୁ ପରିଡ଼ା(ବିଜେଡ଼ି)
ବାରିପଦା : ପ୍ରକାଶ ସୋରେନ
ବାସୁଦେବପୁର : ବିଷ୍ଣୁବ୍ରତ ରାଉତରାୟ(ବିଜେଡ଼ି)
ଭଦ୍ରକ : ସଂଜୀବ ମଲ୍ଲିକ(ବିଜେଡ଼ି)
ଭୁବନେଶ୍ୱର ଉତ୍ତର : ସୁଶାନ୍ତ ରାଉତ(ବିଜେଡ଼ି)
ବୀରମହାରାଜପୁର : ରଘୁନାଥ ଜଗଦଳା(ବିଜେପି)
ବିଷମ କଟକ : ଜଗନ୍ନାଥ ସାରଳା(ବିଜେଡ଼ି)
ବାଲିଗୁଡ଼ା : ଚକ୍ରମଣି କହଁର(ବିଜେଡ଼ି)
ଯଶୀପୁର : ଗୋଲକ ବିହାରୀ ନାୟକ(ବିଜେଡ଼ି)
ଛତ୍ରପୁର : ସୁବାସ ବେହେରା(ବିଜେଡ଼ି)
ଡାବୁଗାଁ : ମନୋହର ରନ୍ଧାରୀ (ବିଜେଡ଼ି)
ଦଶପଲ୍ଲା : ରମେଶ ବେହେରା(ବିଜେଡ଼ି)