ଗୁମୁଡୁମାହା ଗୁଳିକାଣ୍ଡ ଘଟଣା : ୨୩ ତାରିଖରେ କନ୍ଧମାଳ ଗସ୍ତ କରିବ ଅଲ ଇଣ୍ଡିଆ କଂଗ୍ରେସ୍ କମିଟିର ୫ ଜଣିଆ ଟିମ୍

35

କନକ ବ୍ୟୁରୋ : ଗୁମୁଡୁମାହା ଗୁଳିକାଣ୍ଡ ଘଟଣା । ୨୩ ତାରିଖରେ କନ୍ଧମାଳ ଗସ୍ତ କରିବ ଅଲ ଇଣ୍ଡିଆ କଂଗ୍ରେସ କମିଟିର ୫ ଜଣିଆ ଟିମ୍ । ତେବେ ଟିମରେ ପ୍ରସାଦ ହରିଚନ୍ଦନ ସାମିଲ ହେବା ନେଇ ସୂଚନା ମିଳିଛି ।