ଭଉଣୀ ଶାହିନଙ୍କ ସହ ନୂଆ ଘରକୁ ଗଲେ ଆଲିଆ ଭଟ୍ଟ

20

iବିଗତ କିଛି ଦିନରୁ ଅଭିନେତ୍ରୀ ଆଲିଆ ଭଟ୍ଟ, ତାଙ୍କ ଭଉଣୀଙ୍କ ସହ ନୁଆ ଘରକୁ ସିଫ୍ଟ ହେବା ପାଁଇ ବହୁତ ଜୋରସୋରରେ ପ୍ରସ୍ତୁତି ଆରମ୍ଭ କରିଥିଲେ ବୋଲି ଖବର ଆସିଥିଲା । ଅନେକ ଦିନର ପ୍ରସ୍ତୁତି ପରେ ପରିଶେଷରେ ଆଲିଆ ଭଉଣୀ ଶାହିନଙ୍କ ସହିତ କାଲି ଘର ସିଫ୍ଟ କରିଛନ୍ତି ଏବଂ ସେ ତାଙ୍କ ନୁଆ ଘରର ଏକ ଫଟୋ ମଧ୍ୟ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି ।