ଋଣମୁକ୍ତ ହେଲା ଅକ୍ଷୟ ମହାନ୍ତିଙ୍କ ବାସଭବନ ବିଚିତ୍ରବର୍ଣ୍ଣା

37

କଟକ ବ୍ୟୁରୋ, କନକ ନ୍ୟୁଜ୍ : ଶେଷରେ ଋଣରୁ ମୁକ୍ତ ହେବ ସଂଗୀତଜ୍ଞ ଅକ୍ଷୟ ମହାନ୍ତିଙ୍କ ବାସଭବନ ବିଚିତ୍ରବର୍ଣ୍ଣା । ଦୀର୍ଘ ଦିନ ଧରି ଷ୍ଟେଟ ବ୍ୟାଙ୍କରେ ବନ୍ଧକ ଥିବା ଏହି ବାସଭବନକୁ ଋଣମୁକ୍ତ କରିବାକୁ ଆଗେଇ ଆସିଛି କଟକ କଳାକାର କଲ୍ୟାଣ ପରିଷଦ । କଲ୍ୟାଣ ପରିଷଦ ଅକ୍ଷୟ ମହାନ୍ତିଙ୍କ ପତ୍ନୀଙ୍କୁ ୩.୪୮ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛି ।