ଏୟାର ଓଡିଶା ମୁଖ୍ୟ ସନ୍ତୋଷ ପାଣି ଗିରଫ ! ଭୁବନେଶ୍ୱରରୁ ଗିରଫ କଲା ଖଣ୍ଡଗିରି ପୁଲିସ

61

କନକ ବ୍ୟୁରୋ : ଏୟାର ଓଡିଶା ମୁଖ୍ୟ ସନ୍ତୋଷ ପାଣି ଗିରଫ । ସନ୍ତୋଷ ଫେରାର ଥିଲା ବେଳେ ତାଙ୍କ ନାଁରେ ଜାମିନ ବିହୀନ ଗିରଫ ପରୱାନା ଥିଲା । ୨୦ ଲକ୍ଷ ଟଙ୍କା ଫେରାଇ ନଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ପେଟ୍ରୋଲ ଟାଙ୍କିରେ ତେଲ ପକାଉଥିବା ବେଳେ ତାଙ୍କୁ ଗିରଫ କରାଯାଇଛି । ଏୟାର ଓଡିଶା ନାଁରେ ଦେଢ କୋଟି ଟଙ୍କାର ଠକେଇ ଥିଲା । ମିତେଶ ଖିମଜୀ ଓ ସନ୍ଦୀୟ ରାୟ ଖଣ୍ଡଗିରି ଥାନାରେ ଏନେଇ ଅଭିଯୋଗ କରିଥିଲେ ।

ଏହା ସହ ଦେଖନ୍ତୁ ଏହି ଭିଡିଓ-