ପୁରୁଣା ସହରରେ ବାୟୁସେନାର ପରାକ୍ରମ : ସାରଙ୍ଗ, ସୂର୍ଯ୍ୟକିରଣ ଓ ଆକାଶଗଙ୍ଗାରେ ଦେଖାଇଲେ ଡେୟାର ଡେଭିଲ ସୋ

21

କଟକ : କଟକରେ ଶେଷ ହୋଇଛି ଏୟାର ସୋ ୨୦୧୬ । ବିଜୁ ଜନ୍ମ ଶତବାର୍ଷିକି ଅବସରରେ ସାରଙ୍ଗ, ସୂର୍ଯ୍ୟକିରଣ ଓ ଆକାଶ ଗଙ୍ଗା ଟିମ ପ୍ରଦର୍ଶନ କରିଥିଲେ ରଣ କୋ÷ଶଳ । ଦୁଃସାହସିକ ଉଡାଣ ସହ ଶତୃପକ୍ଷକୁ ମାତ ଦେଲା ଭଳି ଷ୍ଟଂଟ ।

ଭାରତୀୟ ବାୟୁ ସେନା ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଆୟୋଜିତ ଏୟାର ସୋକୁ ବେଶ ଉପଭୋଗ କରିଛନ୍ତି ଟୁଇନସିଟିର ଜନସାଧାରଣ ।

ଏହାସହ ଦେଖନ୍ତୁ ଏହି ଭିଡିଓ –