ଏୟାର ଓଡିଶା ବନ୍ଦ କରିବାକୁ ଷଡଯନ୍ତ୍ର ହୋଇଛି : ସନ୍ତୋଷ ପାଣି

39

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : କାହିଁକି ବନ୍ଦ ହେଲା ଏୟାର ଓଡିଶା । ରାଜ୍ୟ ମଧ୍ୟରେ ପ୍ରଥମ ବିମାନ ସେବା ବନ୍ଦ ହେବା ପଛର କାରଣ କଣ । ବେଲ୍ ପାଇ ଜେଲରୁ ଆସିବା ପରେ ମୁହଁ ଖୋଲିଛନ୍ତି କମ୍ପାନୀର ନିର୍ଦେଶକ ସନ୍ତୋଷ ପାଣି । କହିଛନ୍ତି, ବନ୍ଦ ପଛରେ ଷଡଯନ୍ତ୍ର ହୋଇଛି । ଏବଂ ଏହା ପଛରେ ଦାୟୀ ଜଣେ ବରିଷ୍ଠ ଆଇଏଏସ୍  ।