ପଶ୍ଚିମବଙ୍ଗରେ ବାୟୁସେନା ବିମାନ ଦୁର୍ଘଟଣା : ୨ ପାଇଲଟ ସୁରକ୍ଷିତ

31

କନକ ବ୍ୟୁରୋ : ପଶ୍ଚିମବଙ୍ଗ କର୍ଲାଇକୁଣ୍ଡାରେ ବାୟୁସେନା ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଛି । ତେବେ ବିମାନରେ ଥିବା ୨ ପାଇଲଟ ସୁରକ୍ଷିତ ଥିବା ସୂଚନା ମିଳିଛି ।