ଚର୍ଚ୍ଚାରେ ସୁନୀଲ ସେଟ୍ଟୀଙ୍କ ପୁଅ ଆହାନ ସେଟ୍ଟୀ !

29

ବଲିଉଡ଼ ଜଗତର ଷ୍ଟାର କିଡ଼ସ ଅଭିନୟ ଅପେକ୍ଷା ଲଭ ଆଫେୟାର୍ସ ପାଇଁ ବେଶ ଚର୍ଚ୍ଚିତ । ନିକଟରେ ସୁନୀଲ ସେଟ୍ଟୀଙ୍କ ପୁଅ ଆହାନ ସେଟ୍ଟୀଙ୍କୁ ଦେଖିବାକୁ ମିଳିଛି ତାଙ୍କ ଗର୍ଲପ୍ରେଣ୍ଡଙ୍କ ସହିତ ।

ଖୁବ୍ ଶୀଘ୍ର ବଲିଉଡ଼ରେ ଆହାନ ଡ଼େବ୍ୟୁ କରିବାକୁ ଯାଉଛନ୍ତି । କିନ୍ତୁ ସିନେମା ପୂର୍ବରୁ ତାଙ୍କ ଗର୍ଲପ୍ରେଣ୍ଡ ତାନିୟା ଶ୍ରଫଙ୍କ ସହିତ ଇଭିନିଙ୍ଗ ଆଉଟିଂଗରେ ନଜର ଆସିଛନ୍ତି ଆହାନ ।