ଭୁବନେଶ୍ୱର ଗଙ୍ଗନଗର ସ୍ଥିତ ମଡର୍ଣ୍ଣ ହେଲଥ କେୟାରରେ ଭଙ୍ଗାରୁଜା: ଚିକିତ୍ସା ଅବହେଳାରୁ ନବଜାତକର ମୃତ୍ୟୁ ଅଭିଯୋଗ

28

କନକ ବ୍ୟୁରୋ : ଭୁବନେଶ୍ୱରର ଘରୋଇ ନିର୍ସଂହୋମରେ ଭଙ୍ଗାରୁଜା । ଗଙ୍ଗନଗରରେ ଥିବା ମଡର୍ଣ୍ଣ ହେଲଥ କେୟାରରେ ଭଙ୍ଗାରୁଜା କରିଛନ୍ତି ଉତ୍ୟକ୍ତ ଲୋକେ । ଚିକିତ୍ସା ଅବହେଳାରୁ ନବଜାତ ଶିଶୁର ମୃତ୍ୟୁ ପରେ ଭଙ୍ଗାରୁଜା ହୋଇଛି  ।

ଦେଖନ୍ତୁ ଏହି ଭିଡିଓ :