କେଜରିୱାଲଙ୍କ ବଢୁଛି ଅଡୁଆ ! ସଂପର୍କୀୟଙ୍କ ଘରେ ପିଡବ୍ଲୁଡି ଦୁର୍ନୀତିର ପ୍ରମାଣ ପାଇଁ ଏସିବିର ଚଢାଉ

23

କନକ ବ୍ୟୁରୋ : ବଢୁଛି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଅଡୁଆ । ପିଡବ୍ଲୁଡି ଦୁର୍ନୀତି ମାମଲାରେ କେଜରିୱାଲଙ୍କ ସଂପର୍କୀୟ ସୁରେନ୍ଦ୍ର ବଂଶଲଙ୍କ ଘରେ ଚଢାଉ କରିଛି ଏସିବି । ଗତ ୭ ତାରିଖରେ କେଜରିୱାଲଙ୍କ ସଂପର୍କୀୟ ସୁରେନ୍ଦ୍ର ବଂଶଲଙ୍କ ହୃଦଘାତରେ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ଘରେ ପ୍ରମାଣ ଖୋଜୁଛି ଏସିବି । ନକଲି କଂପାନୀ ନାଁରେ ପ୍ରାୟ ୧୦ କୋଟି ଟଙ୍କାର ବିଲ୍ ହୋଇଥିବା ଅଭିଯୋଗ ହୋଇଥିଲା ।