ଜାମୁ-କାଶ୍ମୀରର ପୁଂଚ୍ ସେକ୍ଟରରେ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ !

2

କନକ ବ୍ୟୁରୋ : ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ । ଜାମୁ କାଶ୍ମୀରର ପୁଂଚ୍ ସେକ୍ଟରରେ ପାକିସ୍ତାନ ପକ୍ଷରୁ ପୁଣି ଅସ୍ତ୍ରବିରତି ଉଲଂଘନ କରାଯାଇଛି । ପୁଂଚ ସେକ୍ଟରର ଅନେକ ସ୍ଥାନରେ ପାକ୍ ସେନା ପକ୍ଷରୁ ଭାରତ ଆଡକୁ ଗୁଳି ଓ ରକେଟ୍ ଲଂଚର ମାଡ କରାଯାଇଛି । ଏଥିରେ ପୁଂଚର ଅନେକ ସ୍ଥାନରେ କୋଠା ଗୁଡିକ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି । ତେବେ ଭାରତ ଏହାର ଦୃଢ ଜବାବ ଦେଇଛି ।

Comments are closed.