କଲେଜ ପରିଚାଳନା କମିଟି ସଭାପତି ଚୟନକୁ ନେଇ ବିଧାନସଭାରେ ହଟଗୋଳ ! ବିଭାଗୀୟ ମନ୍ତ୍ରୀଙ୍କ ଉତରରେ ଅସନ୍ତୁଷ୍ଟ ବିରୋଧୀ

31

କନକ ବ୍ୟୁରୋ : କଲେଜ ପରିଚାଳନା କମିଟି ସଭାପତି ଚୟନକୁ ନେଇ ବିଧାନସଭାରେ ହଟ୍ଟଗୋଳ । ବିଭାଗୀୟ ମନ୍ତ୍ରୀଙ୍କ ଉତରରେ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି ବିରୋଧୀ । ବିଭାଗୀୟ ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୁଷ୍ଟ ପ୍ରକାଶ କରି ଗୃହ ମଧ୍ୟ ଭାଗରେ କଂଗ୍ରେସ ଓ ବିଜେପି ସଦସ୍ୟ ହଙ୍ଗାମା କରିଛନ୍ତି । ଫଳରେ ଗୃହକୁ ୧୨ଟା ୫୦ ଯାଏଁ ମୁଲତବୀ କରିଥିଲେ ବାଚସ୍ପତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-