ଏକାଠି ନଜର ଆସିବେ ବଲିଉଡର ନୂଆ ଯୋଡି ଆଲିଆ ଓ ଆଦିତ୍ୟ !

61

ବଲିଉଡର ନୂଆ ଯୋଡି ଭାବେ ଏକାଠି ଅଭିନୟ କରିବେ ଆଲିଆ ଭଟ୍ଟ ଓ ଆଦିତ୍ୟ ରୟ କପୁର । ନିର୍ଦ୍ଦେଶିକା ଗୌରିଙ୍କ ଆଗାମୀ ସିନେମା ପାଇଁ ଏମାନଙ୍କୁ ସାଇନ କରାଯାଇଥିବା ଜଣାପଡିଛି ।

ତେବେ ପ୍ରଥମ ପର୍ଯ୍ୟାୟରେ ଗୋଆ ଓ ମୁମ୍ବାଇରେ ନୂଆ ସିନେମାର ସୁଟିଂ ଆରମ୍ଭ କରାଯିବ । ଆଲିଆଙ୍କ ଅଭୀନିତ ଡିଅର ଜିନ୍ଦେଗୀରେ ପୂର୍ବରୁ ଆଦିତ୍ୟ ଅତିଥି ଭୂମିକାରେ ନଜର ଆସିଥିଲେ ।