‘ବାହୁବଲୀ ୩’ରେ ଅଭିନୟ ପାଇଁ ସବୁକିଛି ଛାଡି ଦେବି : ଅଭିନେତ୍ରୀ କାଜଲ ଅଗ୍ରୱାଲ୍

76

ଫିଲ୍ମ ‘ବାହୁବଲୀ ’ସିରିଜରେ ଖୁବ୍ ଉତ୍ସାହିତ ଅଭିନେତ୍ରୀ କାଜଲ ଅଗ୍ରୱାଲ । ଯଦି ‘ବାହୁବଲୀ ୩’ କେବେ ତିଆରି ହୁଏ । ନିର୍ଦେଶକ ଏସ୍ ଏସ୍ ରାଜାମୈାଲୀ ଏଥିପାଇଁ ତାଙ୍କୁ ଅଭିନୟ ପାଇଁ ସୁଯୋଗ ଦିଅନ୍ତି । ସେ ଏହାକୁ ହାତଛଡା କରିବେ ନାହିଁ । ଏଥିପାଇଁ ସବୁକିଛି ଛାଡି ଦେବାକୁ ପ୍ରସ୍ତୁତ ବୋଲି କୁହିଛନ୍ତି କାଜଲ ।

କାଜଲ କହିଛନ୍ତି ସେ ବାହୁବଲୀ ଫିଲ୍ମକୁ ନେଇ ଖୁବ୍ ଗର୍ବ କରନ୍ତି । ଏହା ଏକ ବିଶ୍ୱ ସ୍ତରୀୟ ଫିଲ୍ମ ଅଟେ ।