ମହିଳାଙ୍କୁ ଆତଙ୍କିତ କରୁଛି ବଲିଉଡ ଫିଲ୍ମର ଗଙ୍ଗାଜଲ୍

9

ଗଂଜାମ ଗାଙ୍ଗପୁରରେ ନାବାଳିକାଙ୍କ ଉପରେ ଏସିଡ୍ ଫିଙ୍ଗିଲା ବିଫଳ ପ୍ରେମିକ। ସେପଟେ ଫୁଲବାଣୀରେ ସ୍ତ୍ରୀ ଉପରେ ସନ୍ଦେହ କରି ଏସିଡ୍ ଢାଳିଲା ସ୍ୱାମୀ । ସପ୍ତାହକ ମଧ୍ୟରେ ଦୁଇ ଦୁଇଟି ଘଟଣା । ତେବେ ସବୁ କଟକଣା ସତ୍ୱେ କେମିତି ବଜାରରେ ଖୋଲାଖୋଲି ମିଳୁଛି ଏହି ତରଳ ନିଆଁ । ଆକ୍ରମଣକାରୀ ଏସିଡ ଭଳି ମାରାତ୍ମକ ରାସାୟନିକ ଦ୍ରବ୍ୟ ପାଉଛନ୍ତି କେମିତି । ଏସିଡ ଆକ୍ରମଣକାରୀଙ୍କ ପାଇଁ କଡା ଦଣ୍ଡ ବିଧାନର ବ୍ୟବସ୍ଥା ରହିଛି। ହେଲେ ଏହା କେତେ କାର୍ଯ୍ୟକାରୀ ହେଉଛି । ଦେଖନ୍ତୁ ଏହି ରିପୋର୍ଟ।