ଦୁର୍ଘଟଣା ପ୍ରତିବାଦରେ ପିପିଲି କଲେଜ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ରାସ୍ତାରୋକ

25

ପିପିଲି : ପିପିଲି ନିର୍ମଳା ଛକରେ ପିପିଲି କଲେଜ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ରାସ୍ତାରୋକ । ଗତ ଗୁରୁବାର ଦିନ ତେଇଶିମାଇଲି ଛକ ନିକଟରେ ଏକ କାର, ଅଟୋ ଓ ବାଇକ ମଧ୍ୟରେ ଦୁର୍ଘଟଣା ହୋଇଥିଲା ।

ଏଥିରେ ପିପିଲି କଲେଜର ୫ରୁ ୬ ଜଣ ଛାତ୍ରଛାତ୍ରୀ ଆହତ ହୋଇଥିଲେ । ସେମାନଙ୍କୁ ଏବେ କଟକ ସ୍ଥାନାନ୍ତର କରାଯାଇଥିବା ବେଳେ କ୍ଷତିପୂରଣ ଦାବିରେ ଆଜି ରାସ୍ତାରୋକ କରିଛନ୍ତି କଲେଜ ଛାତ୍ରଛାତ୍ରୀ ଓ ଅଭିଭାବକ । ଏହା ସହ ତେଇଶିମାଇଲ ଛକ ନିକଟରେ ଥିବା ବସ ଷ୍ଟପେଜର ପୁନରୁଦ୍ଧାର ଦାବି କରିଛନ୍ତି ।

ଦେଖନ୍ତୁ ଏହି ଭିଡିଓ –