ମୟୁରଭଂଜ ଜିଲ୍ଲା ବୈଶିଙ୍ଗା ଥାନା କଳମା ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

92

କନକ ବ୍ୟୁରୋ : ମୟୁରଭଂଜ ଜିଲ୍ଲା ବୈଶିଙ୍ଗା ଥାନା କଳମା ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଟ୍ରକକୁ ପଛ ପଟୁ ଧକ୍କା ଦେଇଛି କାର୍ । ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଗୁରୁତରଙ୍କୁ ବାଲେଶ୍ୱର ଡାକ୍ତରଖାନାରେ ଭର୍ତି କରାଯାଇଛି ।