ଭାରସାମ୍ୟ ହରାଇ କେନାଲକୁ ଖସିପଡିଲା ଟ୍ରକ୍ : ୩ ମୃତ, ୧୦ ଗୁରୁତର

17

କନକ ବ୍ୟୁରୋ : କଳାହାଣ୍ଡି କଲମପୁର ବ୍ଲକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କେନାଲକୁ ଖସି ପଡିଲା ଟ୍ରକ । କେନାଲକୁ ୪୦୭ ଟ୍ରକ ଖସିପଡିବାରୁ ୩ଜଣଙ୍କ ମୃତ୍ୟୁ ହୋଇଛି । ୧୦ରୁ ଅଧିକ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ବନ୍ଦକନା କେନାଲକୁ ମିନିଟ୍ରକ ଖସିପଡିବାରୁ ଏଭଳି ଦୁର୍ଘଟଣା ଘଟିଛି ।