ଭୁବନେଶ୍ୱର ତମାଣ୍ଡୋ ଓଭରବ୍ରିଜ ଉପରେ ମର୍ମନ୍ତୁଦ ସଡକ ଦୁର୍ଘଟଣା : କାରକୁ ପିଟିଲା ଗଂଜେଇ ବୋଝେଇ ସ୍କର୍ପିଓ

54

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ଶୁକ୍ରବାର ମଧ୍ୟ ରାତ୍ରିରେ ତମାଣ୍ଡୋ ଓଭରବ୍ରିଜ ଉପରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏଥିରେ ୩ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୪ ଜଣ ଗୁରୁତର ଭାବେ ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତି ହୋଇଛନ୍ତି ।

ଗତକାଲି ରାତିରେ ଖୋର୍ଦ୍ଧା ଆଡକୁ ଯାଉଥିବା ଏକ ଗଂଜେଇ ବୋଝେଇ ସ୍କର୍ପିଓ ଡିଭାଇଡର ଡେଇଁ ବିପରୀତ ଦିଗରୁ ଆସୁଥିବା ଏକ ଫୋର୍ଡ ଫିଗୋ କାରକୁ ଧକ୍କା ଦେଇଥିଲା । ଏଥିରେ କାରରେ ଥିବା ୩ ଜଣଙ୍କର ମୃତ୍ୟୁ ହୋଇଛି  ।

ଏହାସହ ଦେଖନ୍ତୁ ଏହି ଭିଡିଓ –