ସମ୍ବଲପୁର ଟାଙ୍କରପାଲିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭ୍ୟାନ ଓ ଟ୍ରକ ମୁହାଁମୁହିଁ ଧକ୍କା,୩ ମୃତ,୫ ଗୁରୁତର ।

20

କନକ ବ୍ୟୁରୋ : ସମ୍ବଲପୁର ଧନୁପାଲି ଥାନା ଟାଙ୍କରପାଲିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମାରୁତି ଭ୍ୟାନ ଓ ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳୋ ଘଟଣା ସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ୫ ଗୁରୁତର ଅଛନ୍ତି । ପଡିଆବାହାଲରୁ ଲକ୍ଷ୍ମୀପୂଜା ଦେଖି ଫେରୁଥିବା ବେଳେ ଏଭଳି ଦୁର୍ଘଟଣା ଘଟିଛି । ବିଳମ୍ବିତ ରାତିରେ ପଡିଆବାହାଲରୁ ହୀରାକୁଦ ଫେରୁଥିବା ବେଳେ ଏଭଳି ଦୁର୍ଘଟଣା ଘଟିଛି ।