ବରଗଡ ଭଟଲିରେ ଦୁର୍ଘଟଣା । ଭାରସାମ୍ୟ ହରାଇ ଖୁଂଟରେ ପିଟିହେଲା ସ୍କର୍ପିଓ । ଗୁରୁତର ମେଡିକାଲରେ ଭର୍ତି

26

କନକ ବ୍ୟୁରୋ : ବରଗଡ ଭଟଲିରେ ଦୁର୍ଘଟଣା । ପୁରୀରୁ ତୀର୍ଥ ସାରି ଫେରିବା ବାଟରେ ଡବଲିଙ୍ଗ ଛକରେ ଦୁର୍ଘଟଣା ହୋଇଛି । ଭାରସାମ୍ୟ ହରାଇ ସ୍କର୍ପିଓଟି ବିଦ୍ୟୁତ ଖୁଂଟରେ ପିଟିହୋଇଯାଇଛି । ଫଳରେ ଘଟଣାର ସ୍ଥଳରେ ଜଣକ ମୃତ୍ୟୁ ହୋଇଛି । ୫ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ମେଡିକାଲରେ ଭର୍ତି କରାଯାଇଛି ।