ଢେଙ୍କାନାଳର ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଡକାୟତି : ପ୍ରାୟ ୧ କୋଟି ଟଙ୍କାର ଲୁଟ୍

40

ଢେଙ୍କାନାଳ : ବ୍ୟାଙ୍କରୁ ବଡଧରଣ ଲୁଟ୍ । ଢେଙ୍କାନାଳର ଓଡିଶା ଗ୍ରାମ୍ୟ ବ୍ୟାଙ୍କରୁ ପ୍ରାୟ ୧ କୋଟି ଟଙ୍କାର ଲୁଟ୍ ହୋଇଛି । ଗତକାଲି ବିଳମ୍ବିତ ରାତିରେ ଲୁଟେରାମାନେ ବ୍ୟାଙ୍କରେ କଳାକନା ବୁଲାଇ ଦେଇଛନ୍ତି । ଯେଉଁଥିରେ ରହିଛି ୫ ଶହ ଓ ହଜାରେ ଟଙ୍କିଆ ପୁରୁଣା ନୋଟ୍ । ଟାଉନ ଥାନା ପୁଲିସ ବ୍ୟାଙ୍କରେ ପହଂଚି ତଦନ୍ତ ଆରମ୍ଭ କରିଛି । ଲୁଟେରାଙ୍କୁ ଧରିବା ପାଇଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଛାନଭିନ୍ କରୁଛି ପୁଲିସ ।

ଦେଖନ୍ତୁ ଏହି ଭିଡିଓ :