ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ଅଭିଷେକ ବଚ୍ଚନ

41

3ବଲିଉଡ ଅଭିନେତା ଅଭିଷେକ ବଚ୍ଚନ । ଫିଲ୍ମ କ୍ୟାରିୟରରେ ସେତେ ସଫଳତା ନ ପାଇଥିଲେ ବି ଜଣେ ସୁପର କୁଲ୍ ଅନ୍ଦାଜ ଓ ନିଜ ଫ୍ୟାମିଲକୁ ଖୁବ୍ ଭଲପାଇଥିବା ଅଭିନେତା ଭାବେ ପରିଚିତ । ଅଭିଷେକଙ୍କର ମଧ୍ୟ ଖୁବ୍ ଲୋକ ସଂପର୍କ  ।

11ଏବେ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛନ୍ତି ଅଭିଷେକ । ଅଭିଷେକ ବଚ୍ଚନ ହେଉଛନ୍ତି ବଲିଉଡର ଏମିତି ଜଣେ ଷ୍ଟାର ଯିଏ ୧୨ଘଂଟାରୁ ଅଧିକ ସମୟ ସାର୍ବଜନିନ ସ୍ଥାନରେ ବିତାଇଥିଲେ । ମୋଷ୍ଟ ପବ୍ଲିକ୍ ଆପିରାନ୍ସ ପାଇଁ ତାଙ୍କୁ ମିଳିଛି ଏହି ରେକର୍ଡ । ପ୍ରଥମେ ହଲିଓଡ ଅଭିନେତା ୱିଲ୍ ସ୍ମିଥଙ୍କ ନାମରେ ଥିଲା ଏହ ରେକର୍ଡ । ଏବେ ଅଭିଷେକ ବଚ୍ଚନ ଭାଂଗିଛନ୍ତି ଏହି ରେକର୍ଡ । ଏହି ରେକର୍ଡ ଅଭିଷେକ କରିଥିଲେ ନିଜର ୨୦୦୯ ଫିଲ୍ମ ଦିଲ୍ଲୀ-୬ ର ପ୍ରମୋଶନ ବେଳେ ।

ଦେଖନ୍ତୁ ଏହି ଭିଡିଓ –