ଆତଙ୍କବାଦୀ ଅବଦୂର ରେହମାନଙ୍କୁ ପୁଣି ଥରେ କଟକ ଅଣାଯାଇଛି : ଆଜି ସାଲେପୁର କୋର୍ଟରେ ରେହମାନଙ୍କୁ ହାଜର କରିବ ଦିଲ୍ଲୀ ପୁଲିସ

55

କଟକ ବ୍ୟୁରୋ , କନକ ନ୍ୟୁଜ୍ : ଏକ୍ୟୁଆଇଏସ ଆତଙ୍କବାଦୀ ଅବଦୂର ରେହମାନଙ୍କୁ ପୁଣି ଥରେ କଟକ ଅଣାଯାଇଛି । ଦିଲ୍ଲୀ ପୁଲିସର ୬ ଜଣିଆ ଟିମ ରେହମାନକୁ ଓଡିଶା ଆଣିଛନ୍ତି । ମାଲଗୋଦାମ ଥାନାରେ କଡା ସୁରକ୍ଷା ଭିତରେ ରେହମାନକୁ ରଖାଯାଇଛି । ଆଜି ସାଲେପୁର କୋର୍ଟରେ ରେହମାନକୁ ହାଜର କରିବ ଦିଲ୍ଲୀ ପୁଲିସ ।  କୋର୍ଟରେ ହାଜର ପରେ ରେହମାନକୁ ଦିଲ୍ଲୀ ନିଆଯିବ ।