ଅବଦୁଲ କାଲାମ କ୍ଷେପଣାସ୍ତ୍ର ଘାଟିରୁ ପୃଥ୍ୱୀ-୨ର ବ୍ୟବହାରିକ ପରୀକ୍ଷଣ

29

ବାଲେଶ୍ୱର:ଏପିଜେ  ଅବଦୁଲ କାଲାମ କ୍ଷେପଣାସ୍ତ୍ର ଘାଟିରୁ ଆଜି ପୃଥ୍ୱୀ-୨ର ବ୍ୟବହାରିକ କ୍ଷେପଣାସ୍ତ୍ର ପରୀକ୍ଷଣ କରାଯାଇଛି । ୩ ନମ୍ବର ଲଂଚ ପ୍ୟାଡରୁ ଏହି ଉତକ୍ଷେପଣ ହୋଇଛି । ସକାଳ ୯ଟା ୪୦ ସମୟରେ ହୋଇଛି ଏହି ମଧ୍ୟମ ଦୂରଗାମୀ ପରୀକ୍ଷଣ । ୧୯୯୪ରୁ ସ୍ଥଳସେନାରେ ସାମିଲ ହୋଇଛି ପୃଥ୍ୱୀ-୨ ।