ମିଷ୍ଟର ପରଫେକ୍ଟନିଷ୍ଟଙ୍କ ‘ସିକ୍ରେଟ ସୁପରଷ୍ଟାର’ର ଫାଷ୍ଟ ଲୁକ

15

ବଲିଉଡ ଇଣ୍ଡଷ୍ଟ୍ରିର ମିଷ୍ଟର ପରଫେକ୍ଟନିଷ୍ଟ ଆମିର ଖାନଙ୍କ ଆଗାମୀ ଫିଲ୍ମ ‘ସିକ୍ରେଟ ସୁପରଷ୍ଟାର’ର ଫାଷ୍ଟ ଲୁକ ଜାରି ହୋଇଛି । ଏହି ଫିଲ୍ମରେ ଆମୀରଙ୍କ ଲୁକକୁ ନେଇ ଚର୍ଚ୍ଚା । ଫିଲ୍ମ ଡାଇରେକ୍ଟର ଅଦ୍ୱେତ ଚନ୍ଦନ ଫିଲ୍ମଟିର ଫାଷ୍ଟ ଲୁକଟିକୁ ଜାରି କରିଛନ୍ତି । ଏହି ଫିଲ୍ମରେ ଆମୀର ଡିଫରେଂଟ ଲୁକରେ ନଜର ଆସିଛନ୍ତି । ଫିଲ୍ମଟିର ସୁଟିଂ ଶେଷ ହୋଇଥିବାବେଳେ ଚଳିତ ବର୍ଷ ରିଲିଜ ହେବାକୁ ଯାଉଛି ଫିଲ୍ମ ‘ସିକ୍ରେଟ ସୁପରଷ୍ଟାର’