ନିଜର ସେକ୍ସ୍ ଲାଇଫ୍ ସଂପର୍କରେ ଖୁଲାସା କଲେ ଆଲିଆ !

175

ବଲିଉଡର ସେକ୍ସି ନାୟିକା ଆଲିଆ ଭଟ୍ଟ ଅନେକ ସମୟରେ ନିଜର ବ୍ୟକ୍ତିଗତ ଜୀବନ ସଂପର୍କରେ ଖୁଲାସା କରି ଚର୍ଚ୍ଚାରେ ରହି ଆସିଛନ୍ତି । ସାଧାରଣତଃ ନାୟିକାମାନେ ଏ ବିଷୟରେ ଟିକେ ସତର୍କତା ଅବଲମ୍ବନ କରିଥାନ୍ତି, କିନ୍ତୁ ଏ କ୍ଷେତ୍ରରେ ଆଲିଆ ଏକଦମ୍ ଭିନ୍ନ ।

ସୂଚନାଯୋଗ୍ୟ, ନିକଟରେ ଆଲିଆ ଏକ ଫ୍ୟାସନ୍ ମାଗାଜିନରେ ନିଜର ବେଡ୍ ରୁମ୍ ସିକ୍ରେଟ୍ ତଥା ସେକ୍ସ୍ ଲାଇଫ୍ ସଂପର୍କରେ କହିଛନ୍ତି । ଖାଲି ସେତିକି ନୁହେଁ ସେ ଆଉ ମଧ୍ୟ କହିଛନ୍ତି ଯଦି କେବେ ତାଙ୍କୁ କାହା ସହ ସଂପର୍କ ରଖିବାକୁ କୁହାଯିବ ତେବେ ସେ ୫୦ ବର୍ଷର ବ୍ୟକ୍ତିଙ୍କ ସହିତ ଶାରୀରିକ ସଂପର୍କ ରଖିବାକୁ ଅଧିକ ପସନ୍ଦ କରିବେ । କାରଣ ଜଣେ କିଶୋର ତାଙ୍କୁ ସେହି ସୁଖ ଦେଇପାରିବ ନାହିଁ ଯାହା ଜଣେ ବୟସ୍କ ବ୍ୟକ୍ତି ଦେଇ ପାରିବେ । ଏଥିସହ ଆଲିଆ ତାଙ୍କର ହଟ୍ ଫଟୋ ମଧ୍ୟ ଇନଷ୍ଟାଗ୍ରାମରେ ମଧ୍ୟ ଶେୟାର କରିଛନ୍ତି ।