କନକ ବ୍ୟୁରୋ : ଜୁଲାଇ ୧ରୁ ଲାଗୁ ହେବ ଜିଏସଟି । ଆରମ୍ଭ ହେବ ଗୋଟିଏ ଦେଶ, ଗୋଟିଏ ବଜାର, ଗୋଟିଏ ଟିକସର ଯୁଗ । ବଦଳିଯିବ ଦେଣ ନେଣର ପୂରା ବ୍ୟବସ୍ଥା । ହେଲେ କେବଳ ଜିଏସଟି ନୁହେଁ, ଆହୁରି ଅନେକ ପରିବର୍ତ୍ତନ ଆସିବ ଜୁଲାଇ ୧ରୁ । କଣ ହେବ ଏହି ପରିବର୍ତ୍ତନ ଆପଣ ଜାଣିନିଅନ୍ତୁ ।
Kanak News is now on WhatsApp
Join and get latest news updates delivered to you via WhatsApp