କନକ ବ୍ୟୁରୋ : ଜଗତସିଂହପୁରରେ ଅଭାବନୀୟ ଘଟଣା । ତିର୍ତ୍ତୋଲ ଧର୍ତଙ୍ଗଡ ଜଙ୍ଗଲକୁ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏକ ବନ୍ଦ ବାକ୍ସ ଭିତରକୁ ହାତଗୋଡ ବନ୍ଧା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତେବେ ମୃତ ଯୁବତୀଙ୍କୁ ପରିଚୟ ମିଳିପାରିନାହିଁ । ତିର୍ତ୍ତୋଲ ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।
Kanak News is now on WhatsApp
Join and get latest news updates delivered to you via WhatsApp