ଚିଟଫଣ୍ଡ ମାମଲା : ମନ୍ତ୍ରୀ ସଂଜୟ ଦାସବର୍ମାଙ୍କ ଶାଳକଙ୍କୁ ସିବିଆଇ ପକ୍ଷରୁ ନୋଟିସ୍

32

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ :  ଚିଟଫଣ୍ଡ ଲିଙ୍କ ନେଇ ମନ୍ତ୍ରୀଙ୍କ ସମ୍ପର୍କୀୟଙ୍କୁ ନୋଟିସ୍ । ଆଜି ୩ଟାରେ ହାଜର ହେବା ପାଇଁ ଖାଦ୍ୟ ଯୋଗାଣ ମନ୍ତ୍ରୀ ସଂଜୟ ଦାସବର୍ମାଙ୍କ ଶାଳକଙ୍କୁ ନୋଟିସ୍ ଜାରି କରିଛନ୍ତି ସିବିଆଇ । ସତ୍ୟପ୍ରୀୟ ଜୟସିଂହଙ୍କୁ ନୋଟିସ ଜାରି କରାଯାଇଛି । ଅର୍ଥତତ୍ୱ ମୁଖ୍ୟ ପ୍ରଦୀପ ସେଠୀଙ୍କ ଠାରୁ ପାଜେରୋ ନେବା ପ୍ରସଙ୍ଗରେ ବିବାଦ ଘେରରୁ ଆସିଛନ୍ତି ମନ୍ତ୍ରୀ ସଂଜୟ ଦାସବର୍ମା ।