ପୁପୁ ପମପମଙ୍କୁ ଧମକ ! ଜୋର ଜବରଦସ୍ତ ଜମି କବଜା ପାଇଁ ଧମକ ଅଭିଯୋଗ

33

କନକ ବ୍ୟୁରୋ: ଅଭିନେତା ପପୁ ପମପମଙ୍କୁ ଧମକ । ପପୁ ପମପମଙ୍କ ଜମିକୁ ଜଣେ ବ୍ୟକ୍ତି ହଡପ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି । ଆଇଗଣିଆ ପାଖରେ ଥିବା ଏକ ଜମିକୁ ଜୋର ଜବରଦସ୍ତ କବଜା ପାଇଁ ପପୁଙ୍କୁ ଧମକ ଦେଇଥିବା ଅଭିଯୋଗ ହୋଇଛି । ଖଣ୍ଡଗିରି ଥାନାରେ ଏନେଇ ମାମଲା ରୁଜୁ ହୋଇଛି । ପୁଲିସ ଘଟଣାରେ ତଦନ୍ତ ଆରମ୍ଭ କରିଛି ।